Advertisment

୧୫ ଟଙ୍କିଆ ପାଣି ବୋତଲ ପାଇଁ ଲକ୍ଷେ ଟଙ୍କା ଫାଇନ୍

ଅନେକ ସମୟରେ ଆପଣମାନେ ଟ୍ରେନରେ ଯାତ୍ରା କରିବା ବେଳେ ବୁଲା ବିକାଳୀଙ୍କ ଠାରୁ ଜିନିଷ କିଣିଥିବେ। ବାହାର ଦୋକାନରେ ଗୋଟିଏ ଜିନିଷର ଦାମ ଯେତିକି ଥିବ, ତା’ଠାରୁ ଅଧିକ ଦାମରେ ସାଧାଣତଃ ବୁଲା ବିକାଳିମାନେ ଟ୍ରେନ ଭିତରେ ବିକ୍ରି କରନ୍ତି।

author-image
Manoj Swain

ଅନେକ ସମୟରେ ଆପଣମାନେ ଟ୍ରେନରେ ଯାତ୍ରା କରିବା ବେଳେ ବୁଲା ବିକାଳୀଙ୍କ ଠାରୁ ଜିନିଷ କିଣିଥିବେ। ବାହାର ଦୋକାନରେ ଗୋଟିଏ ଜିନିଷର ଦାମ ଯେତିକି ଥିବ, ତା’ଠାରୁ ଅଧିକ ଦାମରେ ସାଧାଣତଃ ବୁଲା ବିକାଳିମାନେ ଟ୍ରେନ ଭିତରେ ବିକ୍ରି କରନ୍ତି। ମାତ୍ର ୧୫ ଟଙ୍କାର ପାଣି ବୋତଲ ପାଇଁ ଗଣିଲେ ଲକ୍ଷେ ଟଙ୍କା ଫାଇନ୍। ଯଦି ନିୟମଟି ଏମିତି ହୁଅନ୍ତା, ବାସ୍ତବରେ ଠକାମୀ କମିଯାନ୍ତା ବୋଲି ଲୋକେ କହୁଛନ୍ତି। ଖବରଟି ହେଉଛି ୧୫ ଟଙ୍କିଆ ପାଣି ବୋତଲକୁ ୨୦ ଟଙ୍କାରେ ବିକୁଥିଲେ ଜଣେ ଠିକାଦାର ସଂସ୍ଥା। ଅମ୍ବାଲା ଡିଭିଜନର ଏକ କ୍ୟାଟେରିଂ ଠିକାଦାରଙ୍କ ଉପରେ ଏହି ଜରିମାନା ଲଗାଇଛି ଭାରତୀୟ ରେଳ ବିଭାଗ।

Advertisment
Indian Railway