ପାଣି ଘେରରେ କୋଣାର୍କ ସୂର୍ଯ୍ୟ ମନ୍ଦିର

ହନ୍ତସନ୍ତ ହେଲେ କୋଣାର୍କର କଳା ଭାସ୍କର୍ଯ୍ୟ ଦେଖିବାକୁ ଆସିଥିବା ଶହ ଶହ ପର୍ଯ୍ୟଟକ ।

Manoj Swain
  • Published: Friday, 27 September 2024
  • Updated: 27 September 2024, 01:35 PM IST

Sports

Latest News

ଲଗାଣ ବର୍ଷାରେ ଭାସିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ପରିସରରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ହନ୍ତସନ୍ତ ହେଲେ କୋଣାର୍କର କଳା ଭାସ୍କର୍ଯ୍ୟ ଦେଖିବାକୁ ଆସିଥିବା ଶହ ଶହ ପର୍ଯ୍ୟଟକ । ଅସନ୍ତୋଷ ଝାଡ଼ିଲେ ଆଉ କହିଲେ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରରେ ଏ କି ବ୍ୟବସ୍ଥା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos