ପାଣିରେ ଭାସିଲା ବ୍ଲାକ୍ ପାଗୋଡ଼ା, ବିଶ୍ୱ ଐତିହ୍ୟସ୍ଥଳୀରେ ଏ କି ଅବ୍ୟବସ୍ଥା | Odisha Reporter
Advertisment
ଲଗାଣ ବର୍ଷାରେ ଭାସିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ପରିସରରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ହନ୍ତସନ୍ତ ହେଲେ କୋଣାର୍କର କଳା ଭାସ୍କର୍ଯ୍ୟ ଦେଖିବାକୁ ଆସିଥିବା ଶହ ଶହ ପର୍ଯ୍ୟଟକ । ଅସନ୍ତୋଷ ଝାଡ଼ିଲେ ଆଉ କହିଲେ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରରେ ଏ କି ବ୍ୟବସ୍ଥା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us