ଡେଡବଡି ଖୋଜିବ ଓଡିଶାର ଷ୍ଟର୍ମ || Wayanad Landslide || Kerala || Odisha Reporter
Advertisment
କେରଳ ୱାୟନାଡରେ ଭୂ-ସ୍ଖଳନର ମହାବିପର୍ଯ୍ୟୟ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାତ୍ରା କରିଛି ବ୍ରହ୍ମପୁର ପୁଲିସର ସନ୍ଧାନୀ କୁକୁର ଷ୍ଟର୍ମ। ତା’ ସହିତ ୪ ଜଣ ଅଧିକାରୀ ମଧ୍ୟ ସେଠାକୁ ଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ସାର୍ଥକ ଷଡ଼ଙ୍ଗୀ। ସେମାନେ ରେଳ ଯୋଗ ସେଠାକୁ ଯାଉଥିବା କହିଛନ୍ତି ଏସ୍ପି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us