Advertisment

'ଯେସାକୁ ତେସା' ନୀତି ଆପଣେଇଲା ଓଡ଼ିଶା !

ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବା ଅଭିଯୋଗରେ କଟକ ମଙ୍ଗୁଳିଛକ ଠାରେ ତାତିଲେ ବିଭିନ୍ନ ସାମାଜିକ ସଂଗଠନ। ଏହି ପ୍ରତିବାଦରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ିକୁ ଅଟକ ରଖିଲେ।

author-image
Manoj Swain

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁ ନାହିଁ ଆଳୁ ଗାଡ଼ି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବା ଅଭିଯୋଗରେ କଟକ ମଙ୍ଗୁଳିଛକ ଠାରେ ତାତିଲେ ବିଭିନ୍ନ ସାମାଜିକ ସଂଗଠନ। ଏହି ପ୍ରତିବାଦରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ିକୁ ଅଟକ ରଖିଲେ ଶହ ଶହ ଲୋକେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Potato West Bengal Odisha