ବାବୁ ଥରହର , ଏବେ ଘାଣ୍ଟିବ ଇଡ଼ି | Odisha Reporter
ଆଗରୁ ଖସି ଯାଉଥିଲେ ଏବେ ଆଉ ବାଟ ନାହିଁ । ଭିଜିଲାନ୍ସ ଜାଲରେ ପଡ଼ିଥିବା ବଡ଼ ବାବୁଙ୍କୁ ଘାଣ୍ଟିବେ ଆଇଟି, ଇଡି । ଆଇଟି, ଇଡି ସ୍କାନରରେ ଲାଞ୍ଚଆ ବଡ ବାବୁ । ସେମାନଙ୍କୁ ସମସ୍ତ ତଥ୍ୟ ଦେଇଛି ଭିଜିଲାନ୍ସ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
