କେବେ ଖୋଲିବ ରତ୍ନଭଣ୍ଡାର..... ରଥଯାତ୍ରା ଭିତରେ ନା ପରେ ? | Odisha Reporter
ଗୋଟିଏ ପଟେ ରତ୍ନଭଣ୍ଡାର ଭିତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ବାରମ୍ବାର ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା କହି ଆସୁଥିବାବେଳେ ଏହାର ସଂରକ୍ଷଣକୁ ବି ଗୁରୁତ୍ବ ଦେଉଛି। ତେବେ ଯଦି ରତ୍ନଭଣ୍ଡାର ଖୋଲାଯାଏ ତାହାଲେ ଖାଲି ମରାମତି ହେବ ନା ଦୁର୍ମୂଲ୍ୟ ଅଳଙ୍କାର ସବୁର ଗଣତି ଓ ମଣତି ବି ହେବ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
