Advertisment

ପୂରିଲା ମାସେ, କେବେ ହେବ ଗଣତି ଓ ମରାମତି ?

ରତ୍ନଭଣ୍ଡାର ଭିତର ରହସ୍ୟ ଭେଦିବାରେ ବେଳକୁ ବେଳ ବିଳମ୍ବ ହେବାରେ ଲାଗିଛି।

author-image
Manoj Swain
ଅଦ୍ୟତନ ହୋଇଛି

ରତ୍ନଭଣ୍ଡାର ଭିତରେ ଆହୁରି ଅଧିକ କୋଠରୀ ଓ ଗୁପ୍ତ ସୁଡଙ୍ଗ ଥିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବାକୁ ଅଳଙ୍କାର ତଦାରଖ ହାଇଲେବଲ କମିଟି, ଅତ୍ୟାଧୁନିକ ଉପାୟ ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କୁ ଗତ ୫ ତାରିଖରୁ ପ୍ରସ୍ତାବ ଦେଇ ସାରିଲାଣି। ହେଲେ ରତ୍ନଭଣ୍ଡାର ଭିତର ରହସ୍ୟ ଭେଦିବାରେ ବେଳକୁ ବେଳ ବିଳମ୍ବ ହେବାରେ ଲାଗିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Shreemandir Ratna Bhandar