ଅଦ୍ୟତନ ହୋଇଛି
ପୂରିଲା ମାସେ, କେବେ ହେବ ଗଣତି ଓ ମରାମତି ? | Odisha Reporter
Advertisment
ରତ୍ନଭଣ୍ଡାର ଭିତରେ ଆହୁରି ଅଧିକ କୋଠରୀ ଓ ଗୁପ୍ତ ସୁଡଙ୍ଗ ଥିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବାକୁ ଅଳଙ୍କାର ତଦାରଖ ହାଇଲେବଲ କମିଟି, ଅତ୍ୟାଧୁନିକ ଉପାୟ ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କୁ ଗତ ୫ ତାରିଖରୁ ପ୍ରସ୍ତାବ ଦେଇ ସାରିଲାଣି। ହେଲେ ରତ୍ନଭଣ୍ଡାର ଭିତର ରହସ୍ୟ ଭେଦିବାରେ ବେଳକୁ ବେଳ ବିଳମ୍ବ ହେବାରେ ଲାଗିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us