Advertisment

କେବେ ନିଯୁକ୍ତ ହେବେ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ?

ସୁପ୍ରିମକୋର୍ଟଙ୍କ ଆଦେଶକୁ ହେୟଜ୍ଞାନ ! କାହିଁକି ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେଉନାହାନ୍ତି ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ?

author-image
Manoj Swain

ସୁପ୍ରିମକୋର୍ଟଙ୍କ ଆଦେଶକୁ ହେୟଜ୍ଞାନ ! କାହିଁକି ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେଉନାହାନ୍ତି ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ଜଣେ ଆଇଏଏସ୍ କ୍ୟାଡର ଅଫିସରଙ୍କୁ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବା ଲାଗି ଖୋଦ୍ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ କଣ ପାଇଁ ତାର ଅନୁପାଳନରେ ଅବହେଳା। ତାକୁ ନେଇ ଉଠିଛି ପ୍ରଶ୍ନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Shreemandir