ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ହେୟ ଜ୍ଞାନ!.... କେବେ ନିଯୁକ୍ତ ହେବେ ସ୍ଥାୟୀ ମୁଖ୍ୟ ପ୍ରଶାସକ? | Odisha Reporter
Advertisment
ସୁପ୍ରିମକୋର୍ଟଙ୍କ ଆଦେଶକୁ ହେୟଜ୍ଞାନ ! କାହିଁକି ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେଉନାହାନ୍ତି ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ଜଣେ ଆଇଏଏସ୍ କ୍ୟାଡର ଅଫିସରଙ୍କୁ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବା ଲାଗି ଖୋଦ୍ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ କଣ ପାଇଁ ତାର ଅନୁପାଳନରେ ଅବହେଳା। ତାକୁ ନେଇ ଉଠିଛି ପ୍ରଶ୍ନ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us