ଏବେ ବି ସରିନି ପରିକ୍ରମା ପ୍ରକଳ୍ପ କାମ | Odisha Reporter
କେବେ ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ଲୋକାର୍ପଣର ୭ ମାସ ପରେ ମଧ୍ୟ ଚାଲିଛି ନିର୍ମାଣ କାମ। ଅଧୁରା ରହିଛି ଶ୍ରୀ ସେତୁ ଓ ଶ୍ରୀଦାଣ୍ଡ। ଭଙ୍ଗା ଯାଇଥିବା ରଘୁନନ୍ଦନ ଲାଇବ୍ରେରୀ କଥାକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମିଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
