Advertisment

କିଏ ଦେଇଥିଲା ପୁଲିସ ମେଳିକୁ ଅନୁମତି ?

ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା ।

author-image
Manoj Swain

ଭରତପୁର ଥାନାରେ ଘଟିଥିବା ଘଟଣାକୁ କମିଶନରେଟ୍ ପୁଲିସ୍ ଯେଉଁଭଳି ଭାବେ ହ୍ୟାଣ୍ଡେଲ କଲା ତାହା ସମଗ୍ର ରାଜ୍ୟ ପାଇଁ ନିନ୍ଦା ଆଣିଲା। ଓଡ଼ିଶା ପୁଲିସର ଛବି ମଳିନ ହେଲା। ଯଦି ସେହିଦିନ ଥାନାରେ ହିଁ ଏହି ଘଟଣାକୁ ପୁଲିସ ଠିକ ଭାବେ ମ୍ୟାନେଜ କରିଥାନ୍ତା ତେବେ ଏଭଳି ଘଟଣା ହୁଏତ ଘଟିନଥାନ୍ତା। ପୁଲିସ ଯଦି ଏଫଆଇଆର ଗ୍ରହଣ କରି ମାମଲାର ସମାଧାନ ଆଡକୁ ବଢ଼ିଥାନ୍ତା ହୁଏତ ଚିତ୍ର ଆଉ କିଛି ହୋଇଥାନ୍ତା। ମୋହନଙ୍କୁ ବଦନାମ ପାଇଁ ପୁଲିସ୍ ମେଳି ପଛରେ କିଏ ? 

Advertisment
Odisha Bhubaneswar