Advertisment

ବସ ଧର୍ମଘଟ ପଛରେ କିଏ ?

ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି। ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।

Advertisment

ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି। ସମସ୍ତେ ନିଜ ନିଜ ଜିଦରେ ରହିଲେ। ବିଚରା ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗିଲେ। ପୂଜା ଛୁଟିରେ କିଏ କେତେ କଣ ଯୋଜନା କରିଥିଲେ। ହେଲେ ଠିକଣା ସମୟ ବେଳକୁ ବସ ବନ୍ଦ କରି ଦେଲେ। ଯେମିତି ଏହି ସମୟକୁ ଅପେକ୍ଷା କରି ରହିଥିଲା ବସ ମାଲିକ ସଂଘ। ସରକାର ବି ବେଫିକର। ସଂଘ ସହ ଆଲୋଚନା କରୁଛନ୍ତି, ମୁହଁରେ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଲିଖିତ ଭାବରେ ଦେବାକୁ ରାଜି ହେଉ ନାହାନ୍ତି। ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।

Advertisment
Odisha Bhubaneswar Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe