Advertisment

ମୁଖ୍ୟ ସଚିବ ଦୌଡ଼ରେ କିଏ ?

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସଚିବ ? ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେବେ କି ନୂଆ ସରକାର ?

author-image
Manoj Swain

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସଚିବ ? ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେବେ କି ନୂଆ ସରକାର ? ଏଭଳି ଏକ ଚର୍ଚ୍ଚା ଭିତରେ କେବଳ ଆପେକ୍ସ ବା ଶୀର୍ଷ ସ୍କେଲରେ ପହଁଚିଥିବା 20ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଭିତରୁ ସରକାର ନୂଆ ମୁଖ୍ୟ ସଚିବ ବାଛିପାରନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Chief Secretary