Advertisment

କାହିଁକି ଖୋଲୁଛି ଅଧିକ ସୁନା ଦୋକାନ ?

ଭୁବନେଶ୍ବର ସହ ସାରା ରାଜ୍ୟରେ ବଢ଼ୁଛି ରିଟେଲ ଆଉଟଲେଟ୍। ସଂଗଠିତ ସୁନା ଦେକାନୀ ଅଧିକ ଆଉଟଲେଟ ଖୋଲୁଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି

କାହିଁକି ଖୋଲୁଛି ଅଧିକ ସୁନା ଦୋକାନ ? ଭୁବନେଶ୍ବର ସହ ସାରା ରାଜ୍ୟରେ ବଢ଼ୁଛି ରିଟେଲ ଆଉଟଲେଟ୍। ସଂଗଠିତ ସୁନା ଦେକାନୀ ଅଧିକ ଆଉଟଲେଟ ଖୋଲୁଛନ୍ତି। ଗତ ବର୍ଷ 25% ରିଟେଲ ଆଉଟଲେଟ ବଢ଼ିଛି: କ୍ରାଇସିଲ। ହଲମାର୍କିଂକୁ ବାଧ୍ୟତାମୂଳକ କରାଯିବାରୁ ବି ସୁନା ବିକ୍ରି ବଢ଼ିଛି।

Advertisment
Odisha Bhubaneswar Jeweller