Advertisment

ସୁପ୍ରିମକୋର୍ଟର ସିସିଟିଭି ନିର୍ଦ୍ଦେଶକୁ ଫୁ

ଭରତପୁର ଥାନାରେ ଯାହା ଘଟିଲା ତାହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ଏ ଯାଏଁ ସମସ୍ତ ଥାନାରେ ସିସିଟିଭି ନାହିଁ।

author-image
Manoj Swain

ଦେଖନ୍ତୁ ଏଇ ମାସ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ଏହି ଉତ୍ତରକୁ। ଏଥିରେ ଉଲ୍ଲେଖ ଅଛି ରାଜ୍ୟର ସମସ୍ତ ଥାନା ଗୁଡିକରେ ତଦନ୍ତରେ ସ୍ବଛତା ନିମନ୍ତେ ସିସିଟିଭି ସଂଞ୍ଜୋଗୀକରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବାବୁ କୁହାଇଲେ ମିଛ। ଭରତପୁର ଥାନାରେ ଯାହା ଘଟିଲା ତାହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ଏ ଯାଏଁ ସମସ୍ତ ଥାନାରେ ସିସିଟିଭି ନାହିଁ।

Advertisment
Odisha