Advertisment

ଏମିତି କାହିଁକି କହିଲେ ମୋଦି

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Jitendra Garnayak

ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ- ୫ ଦିନ ତଳେ ଦିଲ୍ଲୀରେ ଓଡ଼ିଶା ପର୍ବରେ ମୁଁ ସାମିଲ ହେବାକୁ ସୁଯୋଗ ପାଇଥିଲି। ସେଠାରେ ବଢ଼ିଆ ମସାଲା ଚା’ ପିଇଥିଲି। ତା’ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି କରିଥିଲି। ମୁଁ କହିଥିଲି- ଏତେ ବଢ଼ିଆ କାର୍ଯ୍ୟକ୍ରମ କରିଥିଲ, ମୋ ପାଖରେ ଆଉ ଟିକେ ସମୟ ଥିଲେ, ମୁଁ ଆଉ ଟିକେ ବୁଲିଥା’ନ୍ତି। 

Advertisment