କାହିଁକି ଧର୍ମେନ୍ଦ୍ରଙ୍କୁ ଗାଳି ଦେଲେ ମୋଦି... | Odisha Reporter
Advertisment
ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ- ୫ ଦିନ ତଳେ ଦିଲ୍ଲୀରେ ଓଡ଼ିଶା ପର୍ବରେ ମୁଁ ସାମିଲ ହେବାକୁ ସୁଯୋଗ ପାଇଥିଲି। ସେଠାରେ ବଢ଼ିଆ ମସାଲା ଚା’ ପିଇଥିଲି। ତା’ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି କରିଥିଲି। ମୁଁ କହିଥିଲି- ଏତେ ବଢ଼ିଆ କାର୍ଯ୍ୟକ୍ରମ କରିଥିଲ, ମୋ ପାଖରେ ଆଉ ଟିକେ ସମୟ ଥିଲେ, ମୁଁ ଆଉ ଟିକେ ବୁଲିଥା’ନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us