ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ବେଖାତିର ? କାହିଁକି ପୂର୍ଣ୍ଣକାଳୀନ ଡିଜିପି ପରିବର୍ତ୍ତେ କାମ ଚଳା ଡିଜିପି ନିଯୁକ୍ତି କରାଯାଇଛି ? ଓଡ଼ିଶା ସମେତ 7 ରାଜ୍ୟକୁ ଚିଠି ଲେଖି ମନେ ପକାଇଲା ଗୃହମନ୍ତ୍ରଣାଳୟ। ଓଡ଼ିଶାରେ କାମଚଳା ଡିଜିପି ନିୁଯୁକ୍ତି ପରଦିନ ଭିଆରଏସ ମାଗିଥିଲେ ବି. ରାଧିକା। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।