Advertisment

କେନ୍ଦ୍ରର ତାଗିଦ, କାହିଁକି କାମଚଳା ଡିଜିପି ?

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ବେଖାତିର ? କାହିଁକି ପୂର୍ଣ୍ଣକାଳୀନ ଡିଜିପି ପରିବର୍ତ୍ତେ କାମ ଚଳା ଡିଜିପି ନିଯୁକ୍ତି କରାଯାଇଛି ?

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ବେଖାତିର ? କାହିଁକି ପୂର୍ଣ୍ଣକାଳୀନ ଡିଜିପି ପରିବର୍ତ୍ତେ କାମ ଚଳା ଡିଜିପି ନିଯୁକ୍ତି କରାଯାଇଛି ? ଓଡ଼ିଶା ସମେତ 7 ରାଜ୍ୟକୁ ଚିଠି ଲେଖି ମନେ ପକାଇଲା ଗୃହମନ୍ତ୍ରଣାଳୟ। ଓଡ଼ିଶାରେ କାମଚଳା ଡିଜିପି ନିୁଯୁକ୍ତି ପରଦିନ ଭିଆରଏସ ମାଗିଥିଲେ ବି. ରାଧିକା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha DGP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe