Advertisment

କାହିଁକି ଭାସିଲା ଓଲଡ୍ ଟାଉନ୍, ସତ ଧରିଲା କ୍ୟାମେରା

ଜୁଲାଇ ଶେଷ ସଂଧ୍ୟାର ବର୍ଷା ଭୁବନେଶ୍ୱରକୁ ବେହାଲ କରିଦେଲା। ଘରେ ପାଣି, ବାହାରେ ପାଣି, ରାସ୍ତାରେ ପାଣି। ବନ୍ୟା ଭଳି ଗର୍ଜନ କରି ଘରେ ପସିଲା ପାଣି। ଘରେ ହାଣ୍ଡି ଡେକଚି ଭାସିଲା। ଖଟ ଉପରେ ପଙ୍କ ମାଡ଼ିଗଲା। ୨୫-୩୦ ବର୍ଷ ଭିତରେ ଏମିତି ପାଣି କେବେ ଦେଖନଥିଲେ ଭୁବନେଶ୍ୱର ବାସିନ୍ଦା।

Urban Flood Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe