‘ଫାଇଭ୍-ଟି ସଚିବଙ୍କ ନିଯୁକ୍ତି ଥିଲା ବେଆଇନ୍’

ସଂପୂର୍ଣ୍ଣ ବେଆଇନ ଥିଲା ଫାଇଭ୍-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତି ।

Manoj Swain
  • Published: Sunday, 20 October 2024
  • Updated: 20 October 2024, 09:31 PM IST

Sports

Latest News

ସଂପୂର୍ଣ୍ଣ ବେଆଇନ ଥିଲା ଫାଇଭ୍-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତି । ବିଗତ ବିଜେଡି ସରକାରରେ ସେଭଳି କୌଣସି ବିଭାଗ ନଥିଲା କି ତାଙ୍କର କୌଣସି ଅଫିସ୍ ବି ନଥିଲା । ସୂଚନା ଅଧିକାର ବଳରେ ଏଭଳି ତଥ୍ୟ ମିଳିବା ପରେ, ପାଣ୍ଡିଆନ ପାଇଥିବା ସମସ୍ତ ଦରମା ଓ ଭତ୍ତା ସହ ଆନୁସଙ୍ଗିକ ଖର୍ଚ୍ଚ ତାଙ୍କ ଠାରୁ ଆଦାୟ କରିବାକୁ ଉଠିଲା ଦାବି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos