`5T ସଚିବଙ୍କ ନିଯୁକ୍ତି ଥିଲା ବେଆଇନ୍’ || 5T Secretary || VK Pandian || Nua Odisha Naveen Odisha || OR
Advertisment
ସଂପୂର୍ଣ୍ଣ ବେଆଇନ ଥିଲା ଫାଇଭ୍-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତି । ବିଗତ ବିଜେଡି ସରକାରରେ ସେଭଳି କୌଣସି ବିଭାଗ ନଥିଲା କି ତାଙ୍କର କୌଣସି ଅଫିସ୍ ବି ନଥିଲା । ସୂଚନା ଅଧିକାର ବଳରେ ଏଭଳି ତଥ୍ୟ ମିଳିବା ପରେ, ପାଣ୍ଡିଆନ ପାଇଥିବା ସମସ୍ତ ଦରମା ଓ ଭତ୍ତା ସହ ଆନୁସଙ୍ଗିକ ଖର୍ଚ୍ଚ ତାଙ୍କ ଠାରୁ ଆଦାୟ କରିବାକୁ ଉଠିଲା ଦାବି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us