ଆଳୁ ଗଡ଼ରେ ଗଡ଼ବଡ଼ | Odisha Reporter
ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ କାହିଁକି ନିର୍ଭର କରୁଛି ଓଡ଼ିଶା ? ଓଡ଼ିଶା ପାଣିପାଗରେ ଆଳୁ ଚାଷ ହୋଇପାରୁନି କି ? କଣ ପାଇଁ ଆଳୁ ଚାଷରୁ ମୁହଁ ମୋଡୁଛନ୍ତି ଚାଷୀ ? ଦୋଷ କାହାର, ପୂର୍ବ ସରକାରର ନା ଆଳୁର ? ସଂରକ୍ଷଣ ପାଇଁ ପର୍ଯ୍ୟପ୍ତ ଶୀତଳ ଭଣ୍ଡାର ଅଛି ତ ? ଖଟିକିଆ ଦିନ ମଜୁରିଆ ଲୋକଙ୍କୁ ନାକରେ କନ୍ଦେଇ ସାରିଲାଣି ଆଳୁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
