Advertisment

କ୍ବାର୍ଟର୍ସରୁ କାହିଁକି ଫ୍ୟାନ୍ସି ଲାଇଟ୍ ଖୋଲିନେଲେ ବବି ?

ନୂଆ ସରକାର ଆସିବା ପରେ ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଏବେ କ୍ବାର୍ଟର୍ସ ଛାଡ଼ୁଥିବାବେଳେ କ୍ବାର୍ଟର୍ସରୁ ଅନେକ ମୂଲ୍ୟବାନ ସାଜସରଞ୍ଜାମ କାଢ଼ିନିଆଯାଉଥିବା ଦେଖାଯାଉଛି।

author-image
Manoj Swain

ଏ ହେଉଛି ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ରାଜଭବନ ପାଖରେ ମିଳିଥିବା ସରକାରୀ କ୍ବାର୍ଟର୍ସ। କ୍ବାର୍ଟର୍ସ ନମ୍ବର ହେଉଛି- VIIIMR-1 । ନୂଆ ସରକାର ଆସିବା ପରେ ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଏବେ କ୍ବାର୍ଟର୍ସ ଛାଡ଼ୁଥିବାବେଳେ କ୍ବାର୍ଟର୍ସରୁ ଅନେକ ମୂଲ୍ୟବାନ ସାଜସରଞ୍ଜାମ କାଢ଼ିନିଆଯାଉଥିବା ଦେଖାଯାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Pranab Prakash Das