Advertisment

କ୍ବାର୍ଟର୍ସରୁ କାହିଁକି ଫ୍ୟାନ୍ସି ଲାଇଟ୍ ଖୋଲିନେଲେ ବବି ?

ନୂଆ ସରକାର ଆସିବା ପରେ ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଏବେ କ୍ବାର୍ଟର୍ସ ଛାଡ଼ୁଥିବାବେଳେ କ୍ବାର୍ଟର୍ସରୁ ଅନେକ ମୂଲ୍ୟବାନ ସାଜସରଞ୍ଜାମ କାଢ଼ିନିଆଯାଉଥିବା ଦେଖାଯାଉଛି।

Advertisment

ଏ ହେଉଛି ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ରାଜଭବନ ପାଖରେ ମିଳିଥିବା ସରକାରୀ କ୍ବାର୍ଟର୍ସ। କ୍ବାର୍ଟର୍ସ ନମ୍ବର ହେଉଛି- VIIIMR-1 । ନୂଆ ସରକାର ଆସିବା ପରେ ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଏବେ କ୍ବାର୍ଟର୍ସ ଛାଡ଼ୁଥିବାବେଳେ କ୍ବାର୍ଟର୍ସରୁ ଅନେକ ମୂଲ୍ୟବାନ ସାଜସରଞ୍ଜାମ କାଢ଼ିନିଆଯାଉଥିବା ଦେଖାଯାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Pranab Prakash Das Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe