Advertisment

କାଳିଆ ଯୋଜନା ଚାଲିବ ନା ବନ୍ଦ ହେବ ?

କେବଳ ପିଏମ କିଷାନ ଚାଲିବ ନା ଏହା ସହିତ ମିଶ୍ରଣ କରି ଦିଆଯିବ ? ନୂଆ ସରକାର ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି।

author-image
Manoj Swain

ରାଜ୍ୟରେ କାଳିଆ ଯୋଜନା ଚାଲିବ ନା ବନ୍ଦ ହେବ ? କେବଳ ପିଏମ କିଷାନ ଚାଲିବ ନା ଏହା ସହିତ ମିଶ୍ରଣ କରି ଦିଆଯିବ ? ନୂଆ ସରକାର ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। କାହିଁକି ନା ଅନେକ ଯୋଜନା ରହିଛି ଯାହା ରାଜ୍ୟ ଓ କେନ୍ଦ୍ରରେ ପ୍ରାୟ ସମାନ। ଆଉ ଟାର୍ଗେଟ ହିତାଧିକାରୀଙ୍କ ପାଇଁ ଉଦ୍ଦଶ୍ୟ ବି ସମାନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Kalia Scheme