ବନ୍ଦ ହୋଇଯିବ କି କାଳିଆ ? | Odisha Reporter
Advertisment
ରାଜ୍ୟରେ କାଳିଆ ଯୋଜନା ଚାଲିବ ନା ବନ୍ଦ ହେବ ? କେବଳ ପିଏମ କିଷାନ ଚାଲିବ ନା ଏହା ସହିତ ମିଶ୍ରଣ କରି ଦିଆଯିବ ? ନୂଆ ସରକାର ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। କାହିଁକି ନା ଅନେକ ଯୋଜନା ରହିଛି ଯାହା ରାଜ୍ୟ ଓ କେନ୍ଦ୍ରରେ ପ୍ରାୟ ସମାନ। ଆଉ ଟାର୍ଗେଟ ହିତାଧିକାରୀଙ୍କ ପାଇଁ ଉଦ୍ଦଶ୍ୟ ବି ସମାନ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us