ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି।

Manoj Swain
  • Published: Thursday, 27 June 2024
  • Updated: 27 June 2024, 12:14 PM IST

୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି। ସେପଟେ ଚର୍ଚ୍ଚା ହେଉଛି ଆଉ 3 ମାସ ବଢ଼ିପାରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ଯଦି ନ ବଢ଼େ ତେବେ ସିଏମଓରେ ମୁଖ୍ୟ ଉପଦେଷ୍ଟା ହୋଇପାରନ୍ତି ପ୍ରଦୀପ ଜେନା । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ହୋଇପାରେ ନିଷ୍ପତ୍ତି । ରବିବାର ସୁଦ୍ଧା ସିଏମଓର ହୋଇପାରେ ନବକଳେବର । ପ୍ରଥମେ ସଚିବ ସ୍ତରରେ ଅଦଳବଦଳ ପରେ ଜିଲ୍ଲାରେ ଆଇପିଏସ ଓ ଆଇଏଏସ୍ ସ୍ତରରେ ! ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos