ଆଧାର ସଂଯୋଗ ପାଇଁ ଗୁରୁଣ୍ଡିଗୁରୁଣ୍ଡି ଆସିଲେ ବୃଦ୍ଧା

ଭତ୍ତା ଟଙ୍କା ଉଠାଇବାକୁ ୩୦ କିମି ଦୂର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଗଲେ ୬୮ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା । 

Manoj Swain
  • Published: Thursday, 16 November 2023
  • Updated: 16 November 2023, 05:55 PM IST

Sports

Latest News

ଭତ୍ତା ଟଙ୍କା ଉଠାଇବାକୁ ୩୦ କିମି ଦୂର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଗଲେ ୬୮ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା । ବ୍ୟାଙ୍କ ଯିବା ବାଟରେ ଜଣେ ସମାଜସେବୀଙ୍କ ନଜର ପଡ଼ିବାରୁ ବୃଦ୍ଧା ମହିଳାଙ୍କୁ ନିକଟସ୍ଥ ସେବା କେନ୍ଦ୍ରକୁ ନେଇ ଯାଇଥିଲେ। ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ମିଳିଲା ଟ୍ରାଇସାଇକେଲ। ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos