Advertisment

ରାତିସାରା ତଳେ ବସିଛି ବର୍ଷକର ଛୁଆ, ଉପରେ ଝୁଲୁଛି ମା'

ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାକୁଡ଼ିଆ ଗାଁରେ ଘଟିଛି ।

author-image
Manoj Swain

ନିଛାଟିଆ ଜାଗାରେ ଛୁଆକୁ ତଳେ ବସେଇ ଦେଇ ମା' ନିଜକୁ ଶେଷ କରିବାକୁ ଯାଉଥିବା ବେଳେ ଥରେ ବି ଅଟକାଇନି ମମତା। ନିଷ୍ପାପ ବର୍ଷକର କଅଁଳ ଶିଶୁ, ଦୁନିଆ କ’ଣ ବୁଝିନି ସେ । ମା ଶବ ପଖରେ ବସି ବିସ୍କୁଟ ଖାଉଛି କିନ୍ତୁ ତା’ ମୁଣ୍ଡରେ ଦୁଃଖର ପାହାଡ଼ ଛିଣ୍ଡି ଗଲାଣି ବୋଲି ସେ ଜାଣିନି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାକୁଡ଼ିଆ ଗାଁରେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ganjam Odisha Suicide