Advertisment

ରାତିସାରା ତଳେ ବସିଛି ବର୍ଷକର ଛୁଆ, ଉପରେ ଝୁଲୁଛି ମା'

ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାକୁଡ଼ିଆ ଗାଁରେ ଘଟିଛି ।

Advertisment

ନିଛାଟିଆ ଜାଗାରେ ଛୁଆକୁ ତଳେ ବସେଇ ଦେଇ ମା' ନିଜକୁ ଶେଷ କରିବାକୁ ଯାଉଥିବା ବେଳେ ଥରେ ବି ଅଟକାଇନି ମମତା। ନିଷ୍ପାପ ବର୍ଷକର କଅଁଳ ଶିଶୁ, ଦୁନିଆ କ’ଣ ବୁଝିନି ସେ । ମା ଶବ ପଖରେ ବସି ବିସ୍କୁଟ ଖାଉଛି କିନ୍ତୁ ତା’ ମୁଣ୍ଡରେ ଦୁଃଖର ପାହାଡ଼ ଛିଣ୍ଡି ଗଲାଣି ବୋଲି ସେ ଜାଣିନି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାକୁଡ଼ିଆ ଗାଁରେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ganjam Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe