ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ମହିଳା; ଦେବଦୂତ ସାଜିଲେ ରେଳବାଇ କନଷ୍ଟେବଳ

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ମହିଳା। ମାତ୍ର ନିଶ୍ଚିତ ମୃତ୍ୟୁମୁଖରୁ ତାଙ୍କୁ ବଞ୍ଚାଇଦେଲେ ରେଳବାଇ କନେଷ୍ଟବଳ । କନେଷ୍ଟବଳଙ୍କ ପାଇଁ ମହିଳାଜଣକ ପାଇଲେ ନୂଆ ଜୀବନ ।

Incident Image

ଟ୍ରେନ୍‌ରୁ ଡେଇଁ ପଡ଼ୁଥିବା ମହିଳାଙ୍କୁ କନଷ୍ଟେବଳଜଣକ ଉଦ୍ଧାର କରୁଛନ୍ତି। କନଷ୍ଟେବଳ ପ୍ରତାପ ଚନ୍ଦ୍ର ଗିରି ।( ଡାହାଣ)

Niharika Rout
  • Published: Monday, 08 January 2024
  • Updated: 08 January 2024, 12:40 PM IST

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ମହିଳା। ମାତ୍ର ନିଶ୍ଚିତ ମୃତ୍ୟୁମୁଖରୁ ତାଙ୍କୁ ବଞ୍ଚାଇଦେଲେ ରେଳବାଇ କନେଷ୍ଟବଳ । କନେଷ୍ଟବଳଙ୍କ ପାଇଁ ମହିଳାଜଣକ ପାଇଲେ ନୂଆ ଜୀବନ । ଏପରି ଏକ ଅଘଟଣ ଭଦ୍ରକ ଷ୍ଟେସନ ପରିସରରେ ଘଟିଥିବା ବେଳେ ଏହାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କାର୍ଯ୍ୟରତ କନେଷ୍ଟବଳଙ୍କ ଏଭଳି ଉଦାରତା ଦେଖି ଚାରିଆଡୁ ସାବାସୀର ସୁଅ ଛୁଟିଛି।

ବାଲେଶ୍ୱର ଅଞ୍ଚଳର ଜୈନିକା ମହିଳାଜଣକ ବାଲେଶ୍ୱର ଯିବା ନିମନ୍ତେ ମେମୁ ଟ୍ରେନକୁ ଅପେକ୍ଷା କରିଥିଲେ। କିନ୍ତୁ ଭୁଲବଶତଃ ଯାଜପୁର ଆଡକୁ ଯାଉଥିବା ଯାଜପୁର ପାସେଞ୍ଜର ଟ୍ରେନରେ ବସିଯାଇଥିଲେ।

ଏହାପରେ ଟ୍ରେନଟି କେଉଁଆଡ଼ ଯାଉଛି ବୋଲି ଟ୍ରେନରେ ବସିଥିବା ଯାତ୍ରୀଙ୍କୁ ମହିଳା ଜଣକ ପଚାରିଥିଲେ। ଏହି ଟ୍ରେନଟି ଯାଜପୁର ଯାଉଥିବା ଶୁଣି ମହିଳା ଜଣକ ତରତର ହୋଇ ଚଳନ୍ତା ଟ୍ରେନରୁ ଡେଇଁପଡିଲେ। ଫଳରେ ସେ ପ୍ଲାଟଫର୍ମରେ ପଡ଼ି ଯାଇଥିବା ବେଳେ ସେଠାରୁ ଆଉ ଉଠି ପାରି ନ ଥିଲେ।

Also Read

ଉକ୍ତ ସମୟରେ ଭଦ୍ରକ ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି ତୁରନ୍ତ ସେଠାରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଦେଇଥିଲେ। ଫଳରେ ବଡ଼ ଅଘଟଣରୁ ମହିଳା ଜଣକ ବର୍ତ୍ତି ଯାଇଥିବା ବେଳେ ଏକ ନୂଆ ଜୀବନ ପାଇ ପାରିଛନ୍ତି। କନେଷ୍ଟବଳଙ୍କ ଏଭଳି ସାହସିକତା କାର୍ଯ୍ୟକୁ ଦେଖି ଷ୍ଟେସନ ପରିସରରେ ଥିବା ଯାତ୍ରୀମାନେ କିଛି ସମୟ ପାଇଁ ତାଜୁବ ହେବା ସହ ସାବାସୀ ଦେଇଥିଲେ।

ଭଦ୍ରକ ଷ୍ଟେସନ ପରିସରରେ ଏଭଳି ଅଘଟଣ ସିସିଟିଭିରେ କଏଦ ହୋଇଥିବା ବେଳେ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଏହି ଘଟଣାଟି କିଛି ଦିନ ତଳର ବୋଲି ଜଣା ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story