'ଓଡ଼ିଆ ଜାଣିନଥିବା ଲୋକ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିବେ କେମିତି'

  • Published: Friday, 02 February 2024
  • , Updated: 02 February 2024, 11:58 AM IST

ଓଡ଼ିଆ ଜାଣିନଥିବା ଲୋକ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିବେ କେମିତି ? ଏପରି ଅଭିଯୋଗ ନେଇ ହାତରେ ବର୍ଣ୍ଣବୋଧ ବହି ଧରି ନବୀନ ନିବାସ ଆଗରେ ଆନ୍ଦୋଳନ କରିଥିଲେ କିଛି ଯୁବକ।

Related story