ଅଙ୍ଗନୱାଡ଼ି ପକ୍ଷରୁ ଦିଆଯାଉଥିବା ଛତୁଆରେ ପୋକ

ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯାଉଥିବା ଛତୁଆରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି।

Anganwadi food PhotoOR

ଅଙ୍ଗନୱାଡ଼ି ଛତୁଆ ଓ ଖାଦ୍ୟ ସାମଗ୍ରିରୁ ପୋକ ବାହାରୁଛି

Biswajit Samal
  • Published: Tuesday, 12 March 2024
  • Updated: 12 March 2024, 08:13 PM IST

Sports

Latest News

ସମନ୍ୱିତ ଶିଶୁ ବିକାଶ ଯୋଜନାରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି ପୃଷ୍ଟିକର ଖାଦ୍ୟ। ଏଥିରେ ସାମିଲ ହୋଇଛି ଛତୁଆ ଆଉ ମକା ହାଲୁଆ। ଯାହାକୁ ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତିର ଅଧୀନରେ ଥିବା ସ୍ୱୟଂସହାୟକ ଗୋଷ୍ଠୀ ମାନେ। ହେଲେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ମାଙ୍କଡ଼ ଚୁଆ ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯାଉଥିବା ଛତୁଆରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି।

କୋମଳମତି ଶିଶୁଙ୍କୁ ମାନଙ୍କୁ ଦିଆଯାଉଥିବା ଛତୁଆରୁ ପୋକ ବାହାରୁଛି। ଏଥିପାଇଁ ଅଜି ଅନେକ ମହିଳାମାନେ ମାଙ୍କଡ଼ ଚୁଆ ଅଙ୍ଗନୱାଡ଼ିରେ ପହଞ୍ଚି ଦିଆଯାଇଥିବା ନିମ୍ନମାନର ଛତୁଆକୁ ଦେଖାଇବା ସହ ପ୍ରତିବାଦ କରିଥିଲେ। ଗୁରୁଣ୍ଡିଆ ବ୍ଲକରେ ସୋମବାର (ଗତକାଲି) ଛତୁଆ ଦିଆଯାଇଥିଲା। ତେବେ ଛତୁଆ ନେଇଥିବା ଜଣେ ବ୍ୟକ୍ତି ଘରେ ପହଞ୍ଚି ଛତୁଆ ପ୍ୟାକେଟ୍‌ ଖୋଲିବା ପରେ ସେଥିରୁ ପୋକ ବାହାରିଥିଲା।

Also Read

ଏହି ଖବର ସମସ୍ତେ ପାଇବା ପରେ ଛତୁଆ ଫୋପାଡ଼ି ଦେଇଥିଲେ। ଏହା ସହିତ ଯେଉଁ ଗ୍ରୁପ୍ ଏହି ଛତୁଆ ତିଆରି କରିଥିଲା ତାକୁ ତୁଚରନ୍ତ ହଟାଯାଇ ନୂଆ ଗ୍ରୁପ୍‌କୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story