Advertisment

ଚଳିତ ବର୍ଷର ଚର୍ଚ୍ଚିତ ଘଟଣା; 2023ରେ କନ୍ଦାଇଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା

ଆଉ ମାତ୍ର କେତେ ଘଣ୍ଟାର ଅପେକ୍ଷା। ତା ପରେ ବଦଳିବ କ୍ୟାଲେଣ୍ଡର। ଆସିବ ନୂଆ ବର୍ଷ ସହ ନୂଆ ସକାଳ।

Advertisment

ଆଉ ମାତ୍ର କେତେ ଘଣ୍ଟାର ଅପେକ୍ଷା। ତା ପରେ ବଦଳିବ କ୍ୟାଲେଣ୍ଡର। ଆସିବ ନୂଆ ସକାଳ ଓ ନୂଆ ତାରିଖ। 2023 ମସିହା ଜୁନ ୨ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା ଦେଖିଥିଲା ସାରା ବିଶ୍ୱ । ମନୁଷ୍ୟକୃତ ଏ ବିଭୀଷିକା ପୁରା ଦେଶକୁ ଥରାଇ ଦେଇଥିଲା । ୩୦୦ ଲୋକଙ୍କର ଲିଭିଯାଇଥିଲା ଜୀବନ ଦୀପ । ଚାରିଆଡେ ଖାଲି କୁଢ଼ କୁଢ଼ ଶବ ଗଦା ହୋଇ ଯାଇଥିଲା । ରାତ୍ରିର ଅନ୍ଧକାରରେ ସେ ବିକଟାଳ ଚିତ୍କାର ସମସ୍ତଙ୍କର ଛାତିକୁ ଥରାଇ ଦେଇଥିଲା । ଦେଖନ୍ତୁ ପୂରା ରିପୋର୍ଟ।  

Advertisment
Odisha 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe