'ଜିରୋ ନାଇଟ୍‌ରେ, ଜିରୋ ଟଲେରାନ୍ସ'

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍‌ ସେଲିବ୍ରେଶନ ପୂର୍ବରୁ ପୁରୀ ଏସ୍‌ପି କନଓ୍ବର ବିଶାଳ ସିଂଙ୍କ ପ୍ରତିକ୍ରିୟା।

Manoj Swain
  • Published: Sunday, 31 December 2023
  • Updated: 31 December 2023, 12:35 PM IST

Sports

Latest News

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍‌ ସେଲିବ୍ରେଶନ ପୂର୍ବରୁ ପୁରୀ ଏସ୍‌ପି କନଓ୍ବର ବିଶାଳ ସିଂଙ୍କ ପ୍ରତିକ୍ରିୟା। କହିଲେ, ଭଲରେ ଜିରୋ ନାଇଟ୍‌ ସେଲିବ୍ରେଶନ କଲେ ଆମେ ସ୍ବାଗତ କରୁଛୁ। ମଦ ପିଇ ଉତ୍ପାତ କଲେ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ସଜାଗ ଅଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos