'ଜିରୋ ନାଇଟ୍‌ରେ, ଜିରୋ ଟଲେରାନ୍ସ'

  • Published: Sunday, 31 December 2023
  • , Updated: 31 December 2023, 12:35 PM IST

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍‌ ସେଲିବ୍ରେଶନ ପୂର୍ବରୁ ପୁରୀ ଏସ୍‌ପି କନଓ୍ବର ବିଶାଳ ସିଂଙ୍କ ପ୍ରତିକ୍ରିୟା। କହିଲେ, ଭଲରେ ଜିରୋ ନାଇଟ୍‌ ସେଲିବ୍ରେଶନ କଲେ ଆମେ ସ୍ବାଗତ କରୁଛୁ। ମଦ ପିଇ ଉତ୍ପାତ କଲେ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ସଜାଗ ଅଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story