/odisha-reporter/media/post_attachments/uploads/2020/11/srinagar.jpg)
srinagar
ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ ୨୬/୧୧ରେ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ମନାଉଥିବା ବେଳେ ଅନ୍ୟପଟେ ଜମ୍ମୁ-କଶ୍ମୀରର ଶ୍ରୀନଗର ଘଟିଛି ଅଘଟଣ। ଶ୍ରୀନଗରରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି।
Advertisment
ଆଜି ଦ୍ୱିପହରରେ ଶ୍ରୀନଗରର ଏଚଏମଟି ଅଞ୍ଚଳରେ ଆତଙ୍କବାଦୀ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ମନଇଚ୍ଛା ଗୁଳିବର୍ଷା କରିଥିଲେ, ଯେଉଁଥିରେ ଦୁଇ ଯଦାନ ସହିଦ୍ ହୋଇଥିବା ସୂଚନା ମିଳିଛି।
ଗୁଳି ବାଜିବା ପରେ ଦୁଇ ଯବାନଙ୍କୁ ଗୁରୁତର ଭାବେ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
