Advertisment

୨୬/୧୧ ବର୍ଷପୂର୍ତ୍ତିରେ ଆତଙ୍କୀ ହମଲା, ୨ ଯବାନ ସହିଦ୍

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ ୨୬/୧୧ରେ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ମନାଉଥିବା ବେଳେ ଅନ୍ୟପଟେ ଜମ୍ମୁ-କଶ୍ମୀରର ଶ୍ରୀନଗର ଘଟିଛି ଅଘଟଣ। ଶ୍ରୀନଗରରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆଜି ଦ୍ୱିପହରରେ ଶ୍ରୀନଗରର ଏଚଏମଟି ଅଞ୍ଚଳରେ ଆତଙ୍କବାଦୀ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ମନଇଚ୍ଛା ଗୁଳିବର୍ଷା କରିଥିଲେ, ଯେଉଁଥିରେ ଦୁଇ ଯଦାନ ସହିଦ୍ ହୋଇଥିବା ସୂଚନା ମିଳିଛି। ଗୁଳି ବାଜିବା ପରେ ଦୁଇ ଯବାନଙ୍କୁ ଗୁରୁତର ଭାବେ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ […]

ଅଦ୍ୟତନ ହୋଇଛି
୨୬/୧୧ ବର୍ଷପୂର୍ତ୍ତିରେ ଆତଙ୍କୀ ହମଲା, ୨ ଯବାନ ସହିଦ୍

srinagar

Advertisment

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ ୨୬/୧୧ରେ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ମନାଉଥିବା ବେଳେ ଅନ୍ୟପଟେ ଜମ୍ମୁ-କଶ୍ମୀରର ଶ୍ରୀନଗର ଘଟିଛି ଅଘଟଣ। ଶ୍ରୀନଗରରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି।

Advertisment

ଆଜି ଦ୍ୱିପହରରେ ଶ୍ରୀନଗରର ଏଚଏମଟି ଅଞ୍ଚଳରେ ଆତଙ୍କବାଦୀ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ମନଇଚ୍ଛା ଗୁଳିବର୍ଷା କରିଥିଲେ, ଯେଉଁଥିରେ ଦୁଇ ଯଦାନ ସହିଦ୍ ହୋଇଥିବା ସୂଚନା ମିଳିଛି।

ଗୁଳି ବାଜିବା ପରେ ଦୁଇ ଯବାନଙ୍କୁ ଗୁରୁତର ଭାବେ ହସ୍ପିଟାଲ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe