ପଥର ଫିଙ୍ଗାଳିଙ୍କ ଆକ୍ରମଣରେ ଗଲା ୨୨ ବର୍ଷୀୟ ଯବାନଙ୍କ ଜୀବନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ବାଇପାସ୍‌ରେ ପଥର ଫିଙ୍ଗାଳିମାନଙ୍କ ଆକ୍ରମଣରେ ଜଣେ ୨୨ ବର୍ଷୀୟ ଯବାନ ସହିଦ ହୋଇଛନ୍ତି। ଗତକାଲି ଯବାନ ରାଜେନ୍ଦ୍ର ସିଂହ ତାଙ୍କ ଅନ୍ୟ ସାଥୀଙ୍କ ସହ ସେନା କନଭୟରେ ଯାଉଥିବା ବେଳେ ପଥର ଫିଙ୍ଗାଳିମାନେ ଘନଘନ ଟେକା ମାଡ଼ କରିଥିଲେ। ଏଥିରେ କୁଇକ୍‌ ରିଆକ୍ସନ୍‌ ଟିମ୍‌ର ଯବାନ ରାଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ୯୨ ବେସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ସେନା କନଭୟଟି ବର୍ଡର […]

aw

aw

Hemant Lenka
  • Published: Friday, 26 October 2018
  • Updated: 26 October 2018, 08:15 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ବାଇପାସ୍‌ରେ ପଥର ଫିଙ୍ଗାଳିମାନଙ୍କ ଆକ୍ରମଣରେ ଜଣେ ୨୨ ବର୍ଷୀୟ ଯବାନ ସହିଦ ହୋଇଛନ୍ତି। ଗତକାଲି ଯବାନ ରାଜେନ୍ଦ୍ର ସିଂହ ତାଙ୍କ ଅନ୍ୟ ସାଥୀଙ୍କ ସହ ସେନା କନଭୟରେ ଯାଉଥିବା ବେଳେ ପଥର ଫିଙ୍ଗାଳିମାନେ ଘନଘନ ଟେକା ମାଡ଼ କରିଥିଲେ। ଏଥିରେ କୁଇକ୍‌ ରିଆକ୍ସନ୍‌ ଟିମ୍‌ର ଯବାନ ରାଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ୯୨ ବେସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ସେନା କନଭୟଟି ବର୍ଡର ରୋଡସ୍‌ ଅର୍ଗାନାଇଜେସନ୍‌କୁ ସୁରକ୍ଷା ଯୋଗାଇ ଦେବାକୁ ଯାଉଥିବା ବେଳେ ଏଭଳି ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହୋଇଥିଲେ।

ସହିଦ ରାଜେନ୍ଦ୍ରଙ୍କ ଘର ଉତ୍ତରାଖଣ୍ଡର ପିଥୋରଗଡ଼ ସ୍ଥିତ ବାଦେନାଠାରେ ବୋଲି ଜଣାପଡ଼ିଛି। ସେ ୨୦୧୬ରେ ସେନାରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story