Advertisment

ଭୂକମ୍ପରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ପୁଣିଥରେ ଭୂକମ୍ପ ଝଟକାରେ ଥରିଛି ଜାତୀୟ ରାଜଧାନୀ ଦିଲ୍ଲୀ। ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ହରିଆଣାର ଗୁରୁଗ୍ରାମ ଠାରୁ ଦକ୍ଷିଣପଶ୍ଚିମ ଦିଗର ୬୩ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂକମ୍ପ ପରେ ବେଶ କିଛି ସେକେଣ୍ଡ ପାଇଁ ଦିଲ୍ଲୀବାସୀ ଝଟକା ଅନୁଭବ କରିଥିଲେ। ଲୋକମାନେ ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି […]

ଭୂକମ୍ପରେ ଥରିଲା ରାଜଧାନୀ

da

Advertisment

ନୂଆଦିଲ୍ଲୀ: ପୁଣିଥରେ ଭୂକମ୍ପ ଝଟକାରେ ଥରିଛି ଜାତୀୟ ରାଜଧାନୀ ଦିଲ୍ଲୀ। ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।

Advertisment

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ହରିଆଣାର ଗୁରୁଗ୍ରାମ ଠାରୁ ଦକ୍ଷିଣପଶ୍ଚିମ ଦିଗର ୬୩ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂକମ୍ପ ପରେ ବେଶ କିଛି ସେକେଣ୍ଡ ପାଇଁ ଦିଲ୍ଲୀବାସୀ ଝଟକା ଅନୁଭବ କରିଥିଲେ। ଲୋକମାନେ ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ। ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe