Advertisment

ଭୋପାଳରେ ସ୍ୱାଇନ୍ ଫ୍ଲୁ ଆତଙ୍କ: ୫ ମୃତ, ୩୦ ଆକ୍ରାନ୍ତ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ସ୍ୱାଇନ୍ ଫ୍ଲୁ ଆତଙ୍କ ଦେଖାଦେଇଛି। ରବିବାର ସୁଦ୍ଧା ସ୍ୱାଇନ୍ ଫ୍ଲୁ ଏଚ୧ଏନ୧ ଇନଫ୍ଲୁଏନଜା ଭୂତାଣୁରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣଙ୍କ ରକ୍ତ ନମୁନା ପଜେଟିଭ ଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୨ଜଣ ଭୋପାଳର ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ଘର ନିକଟବର୍ତ୍ତୀ ଜିଲ୍ଲାରେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ୧୬ ଜଣ ରୋଗୀଙ୍କ ଏଚ୧ଏନ୧ ଟେଷ୍ଟ ପାଇଁ ଜବଲପୁରରେ ଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚକୁ […]

ଭୋପାଳରେ ସ୍ୱାଇନ୍ ଫ୍ଲୁ ଆତଙ୍କ: ୫ ମୃତ, ୩୦ ଆକ୍ରାନ୍ତ

SWINE_FLU

Advertisment

SWINE_FLUଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ସ୍ୱାଇନ୍ ଫ୍ଲୁ ଆତଙ୍କ ଦେଖାଦେଇଛି। ରବିବାର ସୁଦ୍ଧା ସ୍ୱାଇନ୍ ଫ୍ଲୁ ଏଚ୧ଏନ୧ ଇନଫ୍ଲୁଏନଜା ଭୂତାଣୁରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣଙ୍କ ରକ୍ତ ନମୁନା ପଜେଟିଭ ଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୨ଜଣ ଭୋପାଳର ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ଘର ନିକଟବର୍ତ୍ତୀ ଜିଲ୍ଲାରେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ୧୬ ଜଣ ରୋଗୀଙ୍କ ଏଚ୧ଏନ୧ ଟେଷ୍ଟ ପାଇଁ ଜବଲପୁରରେ ଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚକୁ ପଠାଯାଇଛି।

Advertisment

ସେହିପରି ଏଠାରେ ଡେଙ୍ଗୁରେ ମଧ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି । ଡେଙ୍ଗୁରେ ୭୦ ରୋଗୀ ଆକ୍ରନ୍ତ ହୋଇଥିବା ବେଳେ ୪୦୦ ଅଧିକ ରୋଗୀଙ୍କ ରକ୍ତନମୁନା ଟେଷ୍ଟ କରାଯାଇ ଥିବା ଭୋପାଳ ମେଡିକାଲର ମୁଖ୍ୟ ଚିକିତ୍ସିକ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe