୫୨୬ କୋଟି ଟଙ୍କାର ବିଜ୍ଞାପନ ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାର ନିଜ ଯୋଜନା ଗୁଡିକର ପ୍ରଚାର ପ୍ରସାର ପାଇଁ ବିଜ୍ଞାପନର ସାହାରା ନେବାକୁ ସ୍ଥିର କରିଛନ୍ତି । ଆଉ ଏଥିପାଇଁ ସରକାର ୫୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏବେ ରେଡିଓରେ ଦିଲ୍ଲୀ ସରକାରଙ୍କର ୭୬ ସେକେଣ୍ଡର ଏକ ବିଜ୍ଞାପନ ପ୍ରସାରିତ ହେଉଛି। ଏହି ବିଜ୍ଞାପନ ଦିନସାରା ୪୦ ଥର ପ୍ରସାରିତ ହେଉଛି । ଏହି ବିଜ୍ଞାପନଟି ମଧ୍ୟ ସରକାରଙ୍କ ଉକ୍ତ ୫୨୬ କୋଟି ଟଙ୍କାର ବିଜ୍ଞାପନ ଯୋଜନା ଅନ୍ତର୍ଭୁକ୍ତ। […]

kejriwala

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 07:06 AM IST

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାର ନିଜ ଯୋଜନା ଗୁଡିକର ପ୍ରଚାର ପ୍ରସାର ପାଇଁ ବିଜ୍ଞାପନର ସାହାରା ନେବାକୁ ସ୍ଥିର କରିଛନ୍ତି । ଆଉ ଏଥିପାଇଁ ସରକାର ୫୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏବେ ରେଡିଓରେ ଦିଲ୍ଲୀ ସରକାରଙ୍କର ୭୬ ସେକେଣ୍ଡର ଏକ ବିଜ୍ଞାପନ ପ୍ରସାରିତ ହେଉଛି। ଏହି ବିଜ୍ଞାପନ ଦିନସାରା ୪୦ ଥର ପ୍ରସାରିତ ହେଉଛି । ଏହି ବିଜ୍ଞାପନଟି ମଧ୍ୟ ସରକାରଙ୍କ ଉକ୍ତ ୫୨୬ କୋଟି ଟଙ୍କାର ବିଜ୍ଞାପନ ଯୋଜନା ଅନ୍ତର୍ଭୁକ୍ତ।

କେଜ୍ରିୱାଲଙ୍କ ସରକାରଙ୍କ ଏହି ବିଜ୍ଞାପନ ଅଭିଯାନକୁ ବିରୋଧ କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ଏହି ବିଜ୍ଞାପନ  ଅଭିଯାନ ଉପରେ ରୋକ ଲଗାଇବା ପାଇଁ ସେ ସୁପ୍ରିମକୋର୍ଟରେ ଅପିଲ କରିପାରନ୍ତି।

Related story