Advertisment

୬.୪ ତୀବ୍ରତାର ଭୂମିକମ୍ପରେ ଥରିଲା ଚାଇନା

ବେଜିଂ: ଚାଇନାର ଉତ୍ତରପୂର୍ବ ଅଞ୍ଚଳରେ ୬.୪ ତୀବ୍ରତାର ଭୂମିକମ୍ପ ଅନୂଭୁତ ହୋଇଛି। ଫଳରେ ଥରିଛି ଚାଇନର ବହୁ ଅଞ୍ଚଳ। ଶନିବାର ୧୨ଟା ୨୨ରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ। ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ହେଇଲିଙ୍ଗଜିଆଙ୍ଗ ପ୍ରଦେଶର ଲିନକୋଉ। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ହରବିନ୍ ରେଳବାଇ ବ୍ୟୁରୋ ପକ୍ଷରୁ ଏହି ଅଞ୍ଚଳରେ ଚାଲୁରହିଥିବା ୩ଟି ଟ୍ରେନକୁ ସୁରକ୍ଷିତ ଭାବେ କୌଣସି ଷ୍ଟେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Rakesh Mallick
ଅଦ୍ୟତନ ହୋଇଛି
୬.୪ ତୀବ୍ରତାର ଭୂମିକମ୍ପରେ ଥରିଲା ଚାଇନା

earthquake