/odisha-reporter/media/post_attachments/uploads/2015/10/blast-outside-the-residence-of-mna-claims-six-lives-1444815553-9761.jpg)
blast-outside-the-residence-of-mna-claims-six-lives-1444815553-9761
ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବୁଧବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଜଣେ ବିଧାୟକଙ୍କ ରାଜନୈତିକ କାର୍ଯ୍ୟାଳୟରେ ଜଣେ ତାଲିବନୀ ଜିହାଦୀ ନିଜ ଦେହରେ ବୋମା ଖଞ୍ଜି ବିସ୍ଫୋରଣ କରିଥିଲା। ବିସ୍ଫୋରଣ ସମୟରେ ସେଠାରେ ବିଧାୟକ ଜଣଙ୍କ ଅନୁପସ୍ଥିତ ଥିବା ବେଳେ ତାଙ୍କର ୨୦ରୁ ୨୫ ଜଣ ସମର୍ଥକ ଉପସ୍ଥିତ ଥିଲେ। ଏହି ବିସ୍ଫୋରଣ ପାଇଁ ତେହରିକ୍-ଇ-ତାଲିବାନୀ ନିଜକୁ ଦାୟୀ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
