Advertisment

୯୧ ଲକ୍ଷ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ପଠାଯାଇଥିବା କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ କେନ୍ଦ୍ର ସରକାର ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି। ମେ’ ୧ରୁ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ସ୍ପେଶାଲ ଟ୍ରେନ ଚାଳାଚଳ କରାଯାଉଛି। ଇତି ମଧ୍ୟରେ ୯୧ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠା ଯାଇଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଯେତେଦିନ ଯାଏ ସମସ୍ତ ପ୍ରବାସୀ ସେମାନଙ୍କ ରାଜ୍ୟରେ ପହଞ୍ଚି ନାହାନ୍ତି, ସେତେଦିନ ଯାଏ କେନ୍ଦ୍ର ସରକାର ଏମିତି ଟ୍ରେନ ଚଳାଚଳ […]

ଅଦ୍ୟତନ ହୋଇଛି
୯୧ ଲକ୍ଷ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ପଠାଯାଇଥିବା କହିଲେ କେନ୍ଦ୍ର ସରକାର

fuf

Advertisment

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ କେନ୍ଦ୍ର ସରକାର ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି। ମେ’ ୧ରୁ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ସ୍ପେଶାଲ ଟ୍ରେନ ଚାଳାଚଳ କରାଯାଉଛି। ଇତି ମଧ୍ୟରେ ୯୧ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠା ଯାଇଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

Advertisment

ଯେତେଦିନ ଯାଏ ସମସ୍ତ ପ୍ରବାସୀ ସେମାନଙ୍କ ରାଜ୍ୟରେ ପହଞ୍ଚି ନାହାନ୍ତି, ସେତେଦିନ ଯାଏ କେନ୍ଦ୍ର ସରକାର ଏମିତି ଟ୍ରେନ ଚଳାଚଳ କରୁଥିବେ। ସେହିପରି ପ୍ରବାସୀଙ୍କୁ ସହଯୋଗ କରିବାକୁ କେବେ ହେଲେ ପଛଘୁଞ୍ଚା ଦେବେ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଗରେ କହିଛନ୍ତି।

ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରବାସୀ ଶ୍ରମିକମାନେ ଭୋଗୁଥିବା ସମସ୍ୟାକୁ ଗୁରୁତର ସହ ନେଇଥିଲେ। ଏଥିସହ ନିଜ ଆଡ଼ୁ ମାମଲା ଶୁଣାଣି କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପାଇଁ କ’ଣ କରିଛନ୍ତି, ସେକଥା ସତ୍ୟପାଠ ଜରିଆରେ ଜଣାଇବାକୁ କହିଥିଲେ। ଏବେ କେନ୍ଦ୍ର ସରକାର ତାଙ୍କ ପକ୍ଷ ରଖିଛନ୍ତି।

Advertisment
Migrants
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe