ଉଦ୍ଧବ ଏବଂ ସଞ୍ଜୟଙ୍କ ନାଁରେ ମାମଲା ରୁଜୁ

ପାଟନା: କଙ୍ଗନା ରଣାଓ୍ୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ବିବାଦ କମିବାର ନାଁ ଧରୁନାହିଁ । ଏହି ପ୍ରସଙ୍ଗରେ ବିହାରରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ମୁମ୍ବାଇର ବିକ୍ରୋଲୀ ଥାନାରେ କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ବ୍ୟବହାର କରାଯାଇଥିବା ଭାଷାକୁ ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ସାମାଜିକ କର୍ମୀ ଏମ୍. ରାଜୁ ନୈୟାରଙ୍କ ପକ୍ଷରୁ ମୁଜାଫରପୁରର ସିଜେଏମ୍ କୋର୍ଟରେ […]

uddhav

uddhav

Pragnya Choudhury
  • Published: Friday, 11 September 2020
  • Updated: 11 September 2020, 08:32 PM IST

Sports

Latest News

ପାଟନା: କଙ୍ଗନା ରଣାଓ୍ୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ବିବାଦ କମିବାର ନାଁ ଧରୁନାହିଁ । ଏହି ପ୍ରସଙ୍ଗରେ ବିହାରରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ମୁମ୍ବାଇର ବିକ୍ରୋଲୀ ଥାନାରେ କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ବ୍ୟବହାର କରାଯାଇଥିବା ଭାଷାକୁ ନେଇ ଥାନାରେ ମାମଲା ରୁଜୁ କରାଯାଇଛି ।

ଅନ୍ୟପଟେ ସାମାଜିକ କର୍ମୀ ଏମ୍. ରାଜୁ ନୈୟାରଙ୍କ ପକ୍ଷରୁ ମୁଜାଫରପୁରର ସିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶିବସେନା ନେତା ସଞ୍ଜୟ ରାଓ୍ୱତଙ୍କ ବିରୁଦ୍ଧରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ବିଏମସ ଦ୍ୱାରା କଙ୍ଗନାଙ୍କ ଅଫିସ ଭଙ୍ଗାଯିବା ପରେ ସେ ଏକ ଭିଡିଓ ଟ୍ୱିଟ୍ କରି ଏହାର ପ୍ରତିକ୍ରିୟା ରଖିଥିଲେ । ଭିଡିଓରେ କଙ୍ଗନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅସମ୍ମାନ ବ୍ୟକ୍ତ କରିଥିବା ଅଭିଯୋଗ ଉଠିଛି । ଏହା ପୂର୍ବରୁ ସଞ୍ଜୟ ରାଓ୍ୱତଙ୍କ ଉପରେ ମଧ୍ୟ ନିଜ ଟ୍ୱିଟ୍ ଜରିଆରେ କଙ୍ଗନା ଖୁବ୍ ବର୍ଷିଥିଲେ । ସେପଟେ ରାଓ୍ୱତ ମଧ୍ୟ କଙ୍ଗନାଙ୍କ ପ୍ରତି ଏକାଧିକ ଥର ଅପଶବ୍ଦ ବ୍ୟବହାର କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଓ୍ୱାଇ ସିକ୍ୟୁରିଟି ସହ କଙ୍ଗନା ମୁମ୍ବାଇ ଆସି ପହଞ୍ଚିଥିଲେ । ହେଲେ ବିଏମସି ସେତେବେଳକୁ ତାଙ୍କ ଅଫିସ ଭାଙ୍ଗିଦେଇଥିଲା, ଯାହା ପରେ ବିବାଦ ଜୋର୍ ଧରିଛି ।

ଏଭଳି ପରିସ୍ଥିତିରେ ମୁମ୍ବାଇରେ କଙ୍ଗନାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବିହାରରେ ମୁଖ୍ୟମନ୍ତ୍ରୀ ଠାକରେ ଏବଂ ସଞ୍ଜୟ ରାଓ୍ୱତଙ୍କ ବିରୁଦ୍ଧରେ ଏବେ ମାମଲା ରୁଜୁ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story