ଆପ୍‌କୁ ନିର୍ବାଚନ କମିଶନଙ୍କ ନୋଟିସ୍‌, ଚାନ୍ଦା କେଉଁଠୁ ପାଉଥିଲ ଜଣାଅ

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)କୁ ଆଜି ନିର୍ବାଚନ କମିଶନଙ୍କ ଝଟ୍‌କା ଲାଗିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଦଳ ଚାନ୍ଦା ସୂତ୍ରରେ ପାଇଥିବା ଅର୍ଥର ହିସାବ ଦେବାକୁ ଆଜି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପ୍‌କୁ ନୋଟିସ୍‌ କରାଯାଇଛି।   ଯଦି ୨୦ ଦିନ ମଧ୍ୟରେ ଦଳ ପକ୍ଷରୁ ନୋଟିସ୍‌ର କୌଣସି ଜବାବ ନ ମିଳେ, ତ’ହେଲେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳର ପଞ୍ଜୀକରଣ ରଦ୍ଦ କରାଯାଇ […]

app

app

Hemant Lenka
  • Published: Tuesday, 11 September 2018
  • Updated: 11 September 2018, 02:57 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)କୁ ଆଜି ନିର୍ବାଚନ କମିଶନଙ୍କ ଝଟ୍‌କା ଲାଗିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଦଳ ଚାନ୍ଦା ସୂତ୍ରରେ ପାଇଥିବା ଅର୍ଥର ହିସାବ ଦେବାକୁ ଆଜି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପ୍‌କୁ ନୋଟିସ୍‌ କରାଯାଇଛି।
 
ଯଦି ୨୦ ଦିନ ମଧ୍ୟରେ ଦଳ ପକ୍ଷରୁ ନୋଟିସ୍‌ର କୌଣସି ଜବାବ ନ ମିଳେ, ତ’ହେଲେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳର ପଞ୍ଜୀକରଣ ରଦ୍ଦ କରାଯାଇ ପାରିବ କିମ୍ବା ଦଳକୁ ନିଲମ୍ବନ କରାଯିବା ଭଳି ବିକଳ୍ପ ରହିଛି।
 
ନୋଟିସ୍‌ରେ କୁହାଯାଇଛି ଯେ, ଜଣେ ହାୱାଲା ଅପେରେଟର୍‌ଙ୍କଠାରୁ ଆପ୍‌ ପକ୍ଷରୁ ୨ କୋଟି ଟଙ୍କାର ଚାନ୍ଦା ଗ୍ରହଣ କରାଯାଇଥିଲା। ଏହାକୁ ସ୍ୱେଚ୍ଛାକୃତ ଦାନ ବୋଲି କୁହାଯାଉଥିଲେ ହେଁ ଏହା ପଛରେ କିଛି ଭିତିରି କାରବାର ରହିଥିବା ଜଣାପଡ଼ିଛି। ଏଥିସହ ଦଳ ୧୩.୧୬ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଥିଲେ ହେଁ ଏହାର ହିସାବ ଠିକ୍‌ ଭାବେ ଦର୍ଶାଇ ନାହିଁ ବୋଲି ନୋଟିସ୍‌ରେ କୁହାଯାଇଛି।
 
୨୦୧୫ ଫେବୃଆରୀ ମାସରେ ଆପ୍‌ ବେଆଇନ୍‌ ଭାବେ ବିଦେଶୀ ସୂତ୍ରରୁ ଚାନ୍ଦା ଗ୍ରହଣ କରୁଥିବା ଅଭିଯୋଗ ହୋଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ସରକାର ଦଳକୁ କ୍ଲିନ୍‌ଚିଟ୍‌ ଦେଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story